ତତ୍ରାପଶ୍ୟତ୍ସ୍ଥିତାନ୍ ପାର୍ଥଃ ପିତୃ ନଥ ପିତାମହାନ୍ ।
ଆଚର୍ଯ୍ୟାନ୍ମାତୁଳାନ୍ଭ୍ରାତୃନ୍ପୁତ୍ରାନ୍ପୌତ୍ରାନ୍ସଖୀଂସ୍ତଥା ।।୨୬।।
ଶ୍ୱଶୁରାନ୍ସୁହୃଦଶ୍ଚୈବ ସେନୟୋରୁଭୟୋରପି ।
ତତ୍ର-ସେଠାରେ; ଅପଶ୍ୟତ୍-ସେ ଦେଖିପାରିଲେ; ସ୍ଥିତାନ୍-ଅଛନ୍ତି; ପାର୍ଥଃ-ଅର୍ଜୁନ; ପିତୃନ୍-ପିତୃପୁରୁଷଙ୍କୁ; ଅଥ-ମଧ୍ୟ; ପିତାମହାନ୍-ପିତାମହଙ୍କୁ; ଆଚାର୍ଯ୍ୟାନ୍-ଆଚାର୍ଯ୍ୟମାନଙ୍କୁ; ମାତୁଳାନ୍-ମାମୁଁମାନଙ୍କୁ; ଭ୍ରାତୃନ୍-ଭାଇମାନଙ୍କୁ; ପୁତ୍ରାନ୍-ପୁଅମାନଙ୍କୁ; ପୌତ୍ରାନ୍-ନାତିମାନଙ୍କୁ; ସଖୀନ୍-ବନ୍ଧୁମାନଙ୍କୁ; ତଥା-ତଥା; ଶ୍ୱଶୁରାନ୍-ଶ୍ୱଶୁରମାନଙ୍କୁ; ସୁହୃଦଃ-ସୁହୃଦମାନଙ୍କୁ (ଶୁଭାକାଙକ୍ଷୀ ବନ୍ଧୁଗଣଙ୍କୁ) ଚ-ଏବଂ; ଏବ-ବାସ୍ତବରେ; ସେନୟୋଃ-ସେନାମାନଙ୍କର; ଉଭୟୋଃ-ଦୁଇ ପକ୍ଷର; ଅପି-ସମେତ ।
BG 1.26: ଅର୍ଜୁନ ସେଠାରେ ଉଭୟ ପକ୍ଷ ସୈନ୍ୟବାହିନୀରେ ତାଙ୍କର ପିତା, ପ୍ରପିତା, ଗୁରୁ, ମାମୁଁ, ଭାଇ, ସମ୍ପର୍କୀୟ ଭାଇ, ପୁତୁରା, ନାତି, ବନ୍ଧୁ, ଶ୍ୱଶୁର ଏବଂ ହିତାକାଂକ୍ଷୀମାନଙ୍କୁ ଦେଖିବାକୁ ପାଇଲେ ।
ତତ୍ରାପଶ୍ୟତ୍ସ୍ଥିତାନ୍ ପାର୍ଥଃ ପିତୃ ନଥ ପିତାମହାନ୍ ।
ଆଚର୍ଯ୍ୟାନ୍ମାତୁଳାନ୍ଭ୍ରାତୃନ୍ପୁତ୍ରାନ୍ପୌତ୍ରାନ୍ସଖୀଂସ୍ତଥା ।।୨୬।।
ଶ୍ୱଶୁରାନ୍ସୁହୃଦଶ୍ଚୈବ ସେନୟୋରୁଭୟୋରପି ।
ଅର୍ଜୁନ ସେଠାରେ ଉଭୟ ପକ୍ଷ ସୈନ୍ୟବାହିନୀରେ ତାଙ୍କର ପିତା, ପ୍ରପିତା, ଗୁରୁ, ମାମୁଁ, ଭାଇ, ସମ୍ପର୍କୀୟ ଭାଇ, ପୁତୁରା, ନାତି, ବନ୍ଧୁ, ଶ୍ୱଶୁର ଏବଂ ହିତାକାଂକ୍ଷୀମାନଙ୍କୁ ଦେଖିବାକୁ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily