ସଙ୍କରୋ ନରକାୟୈବ କୁଳଘ୍ନାନାଂ କୁଳସ୍ୟ ଚ ।
ପତନ୍ତି ପିତରୋ ହ୍ୟେଷାଂ ଲୁପ୍ତପିଣ୍ଡୋଦକକ୍ରିୟାଃ ।।୪୨।।
ସଙ୍କରାଃ-ଜାରଜ ସନ୍ତାନ; ନରକାୟ-ନର୍କ ଜୀବନ ପାଇଁ; ଏବ-ନିଶ୍ଚିତ ଭାବେ; କୁଳଘ୍ନାନାଂ-ଯେଉଁମାନେ କୁଳଘାତକ ସେମାନଙ୍କର; କୁଳସ୍ୟ-କୁଳ (ବା ବଂଶ)ର; ଚ-ମଧ୍ୟ; ପତନ୍ତି-ଅଧୋପତିତ ହୁଅନ୍ତି; ପିତରଃ-ପିତୃପୁରୁଷଗଣ; ହି-ନିଶ୍ଚିତ ଭାବେ; ଏଷାଂ-ସେମାନଙ୍କର; ଲୁପ୍ତ-ଲୁପ୍ତ ହୋଇଯାଏ; ପିଣ୍ଡୋଦକ କ୍ରିୟାଃ- ଶ୍ରାଦ୍ଧକ୍ରିୟା ।
BG 1.42: ଅବାଞ୍ôଚତ ସନ୍ତାନ ବୃଦ୍ଧି ସେହି ପରିବାର ଏବଂ ପରିବାରକୁ କ୍ଷତିଗ୍ରସ୍ତ କରିଥିବା ବ୍ୟକ୍ତି ଉଭୟଙ୍କର ଜୀବନକୁ ନାରକୀୟ କରିଦିଏ । ଏହିପରି ଭ୍ରଷ୍ଟ ପରିବାରର ପୂର୍ବଜମାନେ ଶ୍ରାଦ୍ଧ ତର୍ପଣ ଆଦିରୁ ବଞ୍ôଚତ ହେବା ଯୋଗୁଁ ତାଙ୍କର ମଧ୍ୟ ପତନ ହୋଇଥାଏ ।
ସଙ୍କରୋ ନରକାୟୈବ କୁଳଘ୍ନାନାଂ କୁଳସ୍ୟ ଚ ।
ପତନ୍ତି ପିତରୋ ହ୍ୟେଷାଂ ଲୁପ୍ତପିଣ୍ଡୋଦକକ୍ରିୟାଃ ।।୪୨।।
ଅବାଞ୍ôଚତ ସନ୍ତାନ ବୃଦ୍ଧି ସେହି ପରିବାର ଏବଂ ପରିବାରକୁ କ୍ଷତିଗ୍ରସ୍ତ କରିଥିବା ବ୍ୟକ୍ତି ଉଭୟଙ୍କର ଜୀବନକୁ ନାରକୀୟ କରିଦିଏ । ଏହିପରି ଭ୍ରଷ୍ଟ ପରିବାରର ପୂର୍ବଜମାନେ ଶ୍ରାଦ୍ଧ …
Sign in to save your favorite verses.
Sign In
ଆପଣ ଚାହୁଁଥିବା ତତ୍ତ୍ୱଜ୍ଞାନ ସହଜରେ ଖୋଜନ୍ତୁ।
ପ୍ରତିଦିନ ପବିତ୍ର ଭଗବଦ୍ ଗୀତାର ପ୍ରେରଣାଦାୟକ ଜ୍ଞାନ ଆପଣଙ୍କ ଇମେଲ ରେ ପାଆନ୍ତୁ ଏବଂ ଏହି ଜ୍ଞାନ ସହିତ ଦିନର ଶୁଭାରମ୍ଭ କରନ୍ତୁ
Welcome 🙏
Here's what you've unlocked
Bookmarks
Save verses for quick return
Notes
Write your own reflections
Progress
Track all 18 chapters
Verse of the Day
A new shloka in your inbox daily