Bhagavad Gita: Chapter 1, Verse 8

ଭବାନ୍‌ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟଃ ।
ଅଶ୍ୱତ୍‌ଥାମା ବିକର୍ଣ୍ଣଶ୍ଚ ସୌମଦତ୍ତିସ୍ତଥୈବ ଚ ।।୮।।

ଭବାନ୍‌-ଆପଣ; ଭୀଷ୍ମଃ-ପିତାମହ ଭୀଷ୍ମ; ଚ-ଏବଂ; କର୍ଣ୍ଣଃ-କର୍ଣ୍ଣ; ଚ-ଏବଂ; କୃପଃ -କୃପାଚାର୍ଯ୍ୟ; ଚ-ଏବଂ; ସମିତିଂଜୟ-ସର୍ବଦା ଯୁଦ୍ଧରେ ବିଜୟୀ; ଅଶ୍ୱତ୍‌ଥାମା-ଅଶ୍ୱତ୍‌ଥାମା; ବିକର୍ଣ୍ଣଃ-ବିକର୍ଣ୍ଣ; ଚ-ଏବଂ; ସୌମଦତ୍ତିଃ-ସୋମଦତ୍ତର ପୁତ୍ର ଭୁରିଶ୍ରବା; ତଥା-ଏହିପରି; ଏବ-ନିଶ୍ଚିତଭାବେ; ଚ-ମଧ୍ୟ ।

Translation

BG 1.8: ଆପଣ, ଭୀଷ୍ମ, କର୍ଣ୍ଣ, କୃପା, ଅଶ୍ୱଥାମା, ବିକର୍ଣ୍ଣ ଏବଂ ଭୂରିଶ୍ରବା ସର୍ବଦା ଯୁଦ୍ଧଜୟୀ ବ୍ୟକ୍ତିତ୍ୱଗଣ ଅଛନ୍ତି ।

Watch Swamiji Explain This Verse