Bhagavad Gita: Chapter 1, Verse 24

ସଞ୍ଜୟ ଉବାଚ
ଏବମୁକ୍ତୋ ହୃଷୀକେଶୋ ଗୁଡ଼ାକେଶନ ଭାରତ ।
ସେନୟୋରୁଭୟୋର୍ମଧ୍ୟେ ସ୍ଥାପୟିତ୍ୱା ରଥୋତ୍ତମମ୍ ।।୨୪।।

ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଏବଂ-ଏହିପରି; ଉକ୍ତଃ-କହିଲେ; ହୃଷୀକେଶ-ଭଗବାନ ଶ୍ରୀକୃଷ୍ଣ; ଗୁଡ଼ାକେଶେନ-ଅଜୁନଙ୍କ ଦ୍ୱାରା; ଭାରତ-ହେ ଭରତ ବଂଶଜ; ସେନୟୋଃ-ସେନାମାନଙ୍କର; ଉଭୟୋଃ-ଉଭୟ; ମଧ୍ୟେ-ମଧ୍ୟରେ; ସ୍ଥାପୟିତ୍ୱା-ସ୍ଥାପନ କରି; ରଥୋତ୍ତମମ୍‌-ଉତ୍ତମ ରଥ (ସୁନ୍ଦର ରଥ) ।

Translation

BG 1.24: ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର! ନିଦ୍ରାକୁ ଜୟ କରିଥିବା ଅର୍ଜୁନଙ୍କ ଦ୍ୱାରା ଏହିପରି ସମ୍ବୋଧିତ ହୋଇ, ଶ୍ରୀକୃଷ୍ଣ ତାଙ୍କର ସୁନ୍ଦର ରଥକୁ ଦୁଇ ସୈନ୍ୟ ବାହିନୀ ମଧ୍ୟରେ ସ୍ଥାପନ କଲେ ।

Watch Swamiji Explain This Verse