Bhagavad Gita: Chapter 1, Verse 43

ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କରକାରକୈଃ ।
ଉତ୍ସାଦ୍ୟନ୍ତେ ଜାତିଧର୍ମାଃ କୁଳଧର୍ମାଶ୍ଚ ଶାଶ୍ୱତାଃ ।।୪୩।।

ଦୋଷୈଃ-ଏପ୍ରକାର ଦୋଷ ଯୋଗୁଁ; ଏତୈଃ-ଏସବୁ; କୂଳଘ୍ନାନାଂ-ବଂଶ ଘାତକର; ବର୍ଣ୍ଣ ସଙ୍କର-ଜାରଜ ସନ୍ତାନ; କାରକୈଃ-କରିଥାଏ; ଉତ୍ସାଦ୍ୟନ୍ତେ-ଧ୍ୱଂସ ହୋଇଯାଏ; ଜାତିଧର୍ମାଃ-ଜାତିଧର୍ମ; କୁଳଧର୍ମାଃ-କୁଳଧର୍ମ; ଚ-ଏବଂ; ଶାଶ୍ୱତାଃ-ଶାଶ୍ୱତ ।

Translation

BG 1.43: ପରିବାରର ପରମ୍ପରାକୁ ନଷ୍ଟ କରୁଥିବା ଲୋକଙ୍କର ଦୁର୍ଷ୍କମ ଯୋଗୁଁ, ଜାରଜ ସନ୍ତାନମାନେ ଉତ୍ପନ୍ନ ହୁଅନ୍ତି ଓ ଜାତିଧର୍ମ ଏବଂ କୁଳ ଧର୍ମ ଲୋପପାଇ ଯାଏ ।

Watch Swamiji Explain This Verse