Bhagavad Gita: Chapter 1, Verse 9

ଅନ୍ୟେ ଚ ବହବଃ ଶୂରା ମଦର୍ଥେ ତ୍ୟକ୍ତଜୀବିତାଃ ।
ନାନାଶସ୍ତ୍ରପ୍ରହରଣାଃ ସର୍ବେ ଯୁଦ୍ଧବିଶାରଦାଃ ।।୯।।

ଅନ୍ୟେ-ଆହୁରି ଅନେକ; ଚ-ମଧ୍ୟ; ବହବଃ-ଖୁବ୍ ଅଧିକ ସଂଖ୍ୟାରେ; ଶୂରାଃ-ବୀରମାନେ; ମଦ୍‌-ଅର୍ଥେ-ମୋ ପାଇଁ; ତ୍ୟକ୍ତ ଜୀବିତାଃ-ଜୀବନ ଦେବାକୁ ପ୍ରସ୍ତୁତ; ନାନା-ଅନେକ; ଶସ୍ତ୍ର-ଶସ୍ତ୍ର; ପ୍ରହରଣାଃ-ସଜ୍ଜିତ; ସର୍ବେ-ସେମାନେ ସମସ୍ତେ; ଯୁଦ୍ଧ-ଯୁଦ୍ଧ; ବିଶାରଦାଃ-ରଣକୌଶଳ (ଯୁଦ୍ଧ ବିଜ୍ଞାନ)ରେ ଅଭିଜ୍ଞ ।

Translation

BG 1.9: ଆହୁରି ମଧ୍ୟ ଅନେକ ବୀର ଯୋଦ୍ଧା ଅଛନ୍ତି, ଯେଉଁମାନେ ମୋ ପାଇଁ ପ୍ରାଣ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ସେମାନେ ସମସ୍ତେ ଯୁଦ୍ଧବିଦ୍ୟାରେ ପାରଙ୍ଗମ ଏବଂ ବିଭିନ୍ନ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଅଛନ୍ତି ।

Watch Swamiji Explain This Verse