Bhagavad Gita: Chapter 1, Verse 44

ଉତ୍ସନ୍ନକୁଳଧର୍ମାଣାଂ ମନୁଷ୍ୟାଣାଂ ଜନାର୍ଦନ ।
ନରକେଽନିୟତଂ ବାସୋ ଭବତିତ୍ୟନୁଶୁଶ୍ରୁମ ।।୪୪।।

ଉତ୍ସନ୍ନ-ବିନଷ୍ଟ; କୁଳଧର୍ମାଣାଂ-କୁଳଧର୍ମଗୁଡିକ; ମନୁଷ୍ୟାଣାଂ-ଏପ୍ରକାର ମାନବମାନଙ୍କର; ଜନାର୍ଦନ-ହେ କୃଷ୍ଣ; ନରକେ-ନର୍କରେ; ନିୟତଂ-ଅନନ୍ତ; ବାସଃ-ବାସ; ଭବତି-ହୁଏ; ଇତି-ଏହିପରି; ଅନୁଶୁଶ୍ରୁମ-ମୁଁ ଜ୍ଞାନୀମାନଙ୍କ ଠାରୁ ଶୁଣିଛି ।

Translation

BG 1.44: ହେ ଜନାର୍ଦ୍ଦନ (ଶ୍ରୀକୃଷ୍ଣ)! ମୁଁ ଜ୍ଞାନୀମାନଙ୍କଠାରୁ ଶୁଣିଛି ଯେ ଯିଏ କୁଳଧର୍ମ ନାଶ କରେ, ସେ ଅନିର୍ଦ୍ଦିଷ୍ଟ କାଳ ନର୍କ ବାସ କରେ ।

Watch Swamiji Explain This Verse